ପଦ୍ମପୁରରୁ ନୀଳ ଦୀପ : ବରଗଡ ଜିଲ୍ଲା ର ପ୍ରାଚୀନ ବୈାଦ୍ଧପୀଠ ବୁଦ୍ଧବିହାର ଗନିଅାଁପାଲି ଠାରେ ନୃସିଂହ ଚତୁର୍ଦ୍ଧଶୀ ଓ ବୁଦ୍ଧ ପୂର୍ଣ୍ଣିମା ମହୋସôବ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ କଳସ ଶୋଭାଯାତ୍ରା ପୂଜା, ପୁରାଣ...
ପଦ୍ମପୁରରୁ ନୀଳ ଦୀପ : ବରଗଡ ଜିଲ୍ଲା ର ପ୍ରାଚୀନ ବୈାଦ୍ଧପୀଠ ବୁଦ୍ଧବିହାର ଗନିଅାଁପାଲି ଠାରେ ନୃସିଂହ ଚତୁର୍ଦ୍ଧଶୀ ଓ ବୁଦ୍ଧ ପୂର୍ଣ୍ଣିମା ମହୋସôବ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ କଳସ ଶୋଭାଯାତ୍ରା ପୂଜା, ପୁରାଣ...
୯ଟି ଜିଲ୍ଲାରେ ପାଳିତ ହେବ ୬ ଘଣ୍ଟିଆ ବନ୍ଦ ଭୁବନେଶ୍ୱର/ଚକ୍ରଧର ମାଝି :କୁଡ଼ୁମୀ ସେନା ପକ୍ଷରୁ ଆସନ୍ତା ୭ ତାରିଖ ଦିନ ୬ଘଣ୍ଟିଆ ବନ୍ଦ ପାଳନ କରାଯିବ ଓ ଏହି ବନ୍ଦ ପାଳନ କେବଳ ରାଜ୍ୟରେ କୁଡ଼ୁମୀ ଜାତିର ଅଧିବାସୀ ମାନେ ରହୁଥିବା ୯ଗୋଟି...
ଆନ୍ତର୍ଜାତୀୟ ମଇ ଦିବସ ସମାବେଶରେ ଶ୍ରମିକ କଂଗ୍ରେସର ରଣହୁଙ୍କାର ବ୍ୟାସନଗର (ଜୟଶଙ୍କର ଦାଶ/ବିଶ୍ୱଜିତ ମାଝୀ) : ଆନ୍ତର୍ଜାତୀୟ ଶ୍ରମିକ ଦିବସରେ ବ୍ୟାସନଗର ଚୋରଦା କାଳୀ ମେଳଣ ପଡ଼ିଆଠାରେ ରାଜ୍ୟ ସ୍ତରୀୟ ଅଣ-ସଂଗଠିତ ଶ୍ରମିକ କଂଗ୍ରେସ...
Baragarh/ Neel Deep : ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ଗୁରୁବାର ପୂର୍ବାହ୍ନ ୧୦ଟାବେଳେ ଚାଷୀମାନେ ଆନ୍ଦୋଳନ କରୁଥିବାବେଳେ ଜଣେ ଚାଷୀ ବିଷ ପିଇ ଦେଇଥିବା ଜଣାପଡ଼ିଛି। ତାଙ୍କ ନାମ ଅକ୍ରୁର ବିଶି (୫୦)। ଘର ବରଗଡ଼ ଜିଲାର ବରପାଲି ଥାନା...
ଗବେଷକ ଅନିଲ ଧୀରଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯେଉଁ ଡାକୋଟା ଡିସି-୩ ବିମାନରେ ଇଣ୍ଡୋନେସିଆର ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ଉଦ୍ଧାର କରିଆଣିଥିଲେ ସେହି...