ସୁବର୍ଣ୍ଣପୁର, ୬!୫(ପ୍ରକାଶ କୁମାର ହାତୀ ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ତହସିଲ ଅଫିସ ସମ୍ଭୁଖ ରେ ଆମରଣ ଅନସନ ରେ ବସିଛନ୍ତି ବୃଦ୍ଧ ଦମ୍ପତି l ଚାଷ ଜମି କୁ ଯିବାକୁ କାରଣ ଓ ପାଣି ନାଲ ବନ୍ଦ କରିବା ବିରୁଦ୍ଧରେ ଧାରଣ l ତମାମୁରା ଗ୍ରାମର ଗୁପ ସାହୁ ଓ ପତ୍ନୀ ଅମୃତ ସାହୁ ନ୍ୟାୟ ଦାବି ରେ ଅନିର୍ଦିଶ୍ଟକାଳ ପାଇଁ ଧାରଣ ଦେଇଛନ୍ତି l ନିଜ ପିତା ଙ୍କ ଜମି ରେ ଗୁପ ସାହୁ ନିଜେ ଚାଷ କାମ ପାଇଁ ଗଲା ବେଳେ ତାଙ୍କୁ ବାରଣ କରୁଥିବା ସହ ଧମକ୍ ଚମର ଦେଉଥିବା ଅଭିଯୋଗ ଆଣିଛନ୍ତି l ଦମ୍ପତି ନ୍ୟାୟ ପାଇଁ ତହସିଲଦାର ଠୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ଆରଡ଼ିଶି କୁ ଅନେକ ବାର ଜଣାଇଥିଲେ ସୁଦ୍ଧା କାର୍ଯ୍ୟ ସୁନ l ଏପରି କି ତାଙ୍କୁ ସହଯୋଗ କରିବା ଜାଗା ରେ ଡୁଙ୍ଗୁରିପାଲି ଥାନା ଅଧିକାରୀ ଅସହଯୋଗ କରୁଥିବା କହିବା ସହିତ ପଳଟା ଧମକ ଚମକ ଦେଉଥିବା ଦମ୍ପତି ଅଭିଯୋଗ କରିଛନ୍ତି l ଯଉ ପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ହୋଇନାହିଁ ସେ ପର୍ଯ୍ୟନ୍ତ ଧାରଣ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି l
ରାଜ୍ୟ
ତହସିଲ ଅଫିସ ରେ ଆମରଣ ବସିଛନ୍ତି ବୃଦ୍ଧ ଦମ୍ପତି
- Hits: 97







