ହେଡଲାଇନସ୍:

ପ୍ରଧାନ ମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ପୌର ପରିଷଦ ବାସୁଦେବପୁର ପକ୍ଷ ରୁ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ନିର୍ମାଣ ର କାର୍ଯ୍ୟାଦେଶ ବଣ୍ଟନ, କାର୍ଯ୍ୟ କ୍ରମ ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି।,,,  ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଧାଂଶୁ ମୋହନ ସ୍ୱାଇଁ,ପୌର ଉପାଧ୍ୟକ୍ଷ ଉତ୍ତମ ବାରିକ୍ ଓ ସାଂସଦ ଙ୍କ ପ୍ରତିନିଧି ଭାବେ ମଧୁ ସୁଦନ ପାଢ଼ୀ ଉପସ୍ଥିତ ରହି କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ପୌର ପରିଷଦ ର ତେଇଶି ଗୋଟି ୱାର୍ଡ ନିମନ୍ତେ ଆବେଦନ କରିଥିବା ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ବୋଲି ସୂଚନା ମିଳିଛି।

0
0
0
s2sdefault