ଅନନ୍ତ ବାସୁଦେବ ଙ୍କ ଜନ୍ମଦିନ ପାଳିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ:ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କଣମଣ ଗ୍ରାମରେ କୋଉ ଆବାହନ କାଳରୁ ପୂଜା ପାଇ ଆସୁଥିବା ଠାକୁର ଅନନ୍ତ ବାସୁଦେବ ଙ୍କ ଜନ୍ମଦିନ, ପବିତ୍ର ବାହୁଡା଼ ତିଥିରେ ମହା ସମାରୋହ ରେ ପାଳିତ ହୋଇ ଯାଇ ଅଛି l ସକାଳୁ ପୂଜକ ଙ୍କ ଦ୍ଵାରା ମନ୍ଦିର ପରିସର ସୁଧ ପୁତ ଭାବେ ପରିଷ୍କାର ପରିଛନ ହେବାପରେ, ପଣ୍ଡିତ ଧଉକର ଙ୍କ ଦ୍ଵାରା ପୂଜା ଅର୍ଚନା ଓ ହୋମ ଯଜ୍ଞ କରାଯାଇ ଥିଲା l କର୍ତ୍ତା କର୍ତ୍ତୀ ଭାବେ, ଦୁଃଶାସନ ନାୟକ ଓ ସରୋଜିନୀ ନାୟକ ରହିଥିବା ବେଳେ, ଦିବାକର ନାୟକ, ଶିରୀଶ କୁମାର ନାୟକ, କୁନା ନାୟକ, ଶିବୁନା ନାୟକ, ପ୍ରମୁଖ କାର୍ଯ୍ୟକ୍ରମ ପରି ଚାଳନା କରି ଥିଲେ l ଶେଷଇ ଦୁଇ ସହ ଭକ୍ତ ଙ୍କୁ ଶୁଷ୍କ ପ୍ରସାଦ ବଣ୍ଠନ କରା ଯାଇ ଥିଲା l

0
0
0
s2sdefault