ହେଡଲାଇନସ୍:

ବିଶ୍ଵ ଶାନ୍ତି ଶିଖର ସମ୍ମିଳନୀରେ ଯୋଗ ଦେବେ କବି ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )--:କଳା ଓ ସଂସ୍କୃତିର ଜିଲ୍ଳା ଗଞ୍ଜାମ ପାଇଁ ଗୌରବ ହେବାକୁ ଯାଉଛନ୍ତି କବିସୂର୍ଯ୍ୟନଗରର ବିଶିଷ୍ଟ କଵି ଓ ଲେଖକ ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ I କବି ଡକ୍ଟର୍ ଦଳାଇଙ୍କୁ ଯୁକ୍ତ ରାଷ୍ଟ୍ର ଆମେରିକାରୁ ଆସିଛି ନିମନ୍ତ୍ରଣ I ସୂଚନା ପ୍ରକାରେ ଅମେରିକାରେ ଆସନ୍ତା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ବିଶ୍ୱ ଶାନ୍ତି ଶିଖର ସମିଳନୀରେ ଭାଗ ନେବା ପାଇଁ ଡକ୍ଟର୍ ଦଳାଇଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ଆସିଛି I ସେଥିରେ ବିଶ୍ୱର ବିଶିଷ୍ଟ ସାହିତ୍ୟିକ ଓ ଶାନ୍ତିଦୂତ ସାମିଲ ହୋଇ ବିଶ୍ୱର ବିଭିନ୍ନ ବିଷୟରେ ଆଲୋଚନା କରିବେ I ଡକ୍ଟର ଦଳାଇ ଏହି ନିମନ୍ତ୍ରଣ ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I

0
0
0
s2sdefault