ହେଡଲାଇନସ୍:

ଶିମୁଳି କାଠ ସହ ପିକଅପ୍ ଭ୍ୟାନ୍ ଜବତ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ଶିମୁଳି କାଠ ଚୋରାଚାଲାଣ ଅଭିଯୋଗ ରେ ପିକଅପ୍ ଭ୍ୟାନ ଜବତ କରିଛି ପଦ୍ମପୁର ବନ ବିଭାଗ। ପଦ୍ମପୁର ରେଞ୍ଜ ଅନ୍ତର୍ଗତ ପୁଟକା ଠାରେ କାଠ ଚୋରାଚାଲାଣ ହେଉଥିବା ସୂଚନା ପାଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ନିଜ ଟିମ ସହ ଚଢ଼ାଉ କରି କାଠ ସହ ଭ୍ୟାନ (CG04QU4752 ) କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଜବତ କାଠ ର ଆନୁମାନିକ ମୂଲ୍ୟ ଦଶ ହଜାର ଟଙ୍କା ହେବ। ଏହି ଚଢାଉ ରେ ଗାର୍ଡ ରଞ୍ଜନ ବରିହା,ମନ ଠେଟୁଆ,ରାଜା ଡନସନା ପ୍ରମୁଖ ସାମିଲ ଥିଲେ।

0
0
0
s2sdefault