ଥାନା ଅଧିକାରୀ ନିଲମ୍ବିତ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଛତ୍ରପୁର:ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବନ ଆଦେଶ ପ୍ରଦାନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ଇନିଷ୍ପେକ୍ଟର ମହାନ୍ତି ଙ୍କୁ ଏହି ଭଳି ଆଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ। ଏହି ନିଲମ୍ବନ ଅବଧୀ ମଧ୍ୟରେ ସେ ବ୍ରହ୍ମପୁର ଆଇ ଜି କାର୍ଯ୍ୟାଳୟରେ ଉପସ୍ଥାପନା ଦେବେ ବୋଲି ଜଣାପଡିଛି। ଇନିଷ୍ପେକ୍ଟର ମହାନ୍ତି ପୁର୍ବରୁ ବ୍ରହ୍ମପୁର ଟ୍ରାଫିକ ଥାନା, ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଭଳି ବହୁ ଥାନା ରେ ଅଧିକାରୀ ଥିଲେ ଓ ଗତ ଫେବୃଆରୀ ମାସରେ ଛତ୍ରପୁର ଥାନା ରେ ଯୋଗ ଦେଇଥିଲେ।

0
0
0
s2sdefault