ବରିଷ୍ଠ ନାଗରିକ ସଂଘ ତରଫରୁ ସାଧିନତା ଦିବସ ପାଳିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର :-ପଦ୍ମପୁର ବରିଷ୍ଠ ନାଗରିକ ସଂଘ ତରଫରୁ ୭୯ ତମ ସାଧିନତା ଦିବସ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ସ୍ଥାନୀୟ ଶିଶୁଉଦୟାନ ପରିସର ମଧ୍ଯ ରେ ଥିବା ସଂଘ ର ଅସ୍ଥାୟୀ କାର୍ଯ୍ୟାଳୟ ପରିସର ମଧ୍ଯ ରେ ସଂଘ ର ସଭାପତି ଶ୍ରୀଯୁକ୍ତ ଜୟନାରାୟଣ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ତାଙ୍କ ଅଭିଭାଷଣ ରେ ସାଂପ୍ରତିକ ସ୍ଥିତି ରେ ଭାରତର ଅର୍ଥନୈତିକ ବିକାଶ, ବରିଷ୍ଠ ନାଗରିକ ମାନଙ୍କ ର ବିଭିନ୍ନ ଅସୁବିଧାର ନିରାକରଣ, ସମାଜ ଗଠନ ରେ ବରିଷ୍ଠ ନାଗରିକ ମାନଙ୍କ ସହଯୋଗ ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ସଂଘ ର ସଦସ୍ଯ ବୃନ୍ଦ ଉପସ୍ଥିତ ଥିଲେ ।

0
0
0
s2sdefault