ପଦ୍ମପୁର:- ସ୍ଥାନୀୟ ପଦ୍ମପୁର ନିକଟସ୍ଥ ନବ ପ୍ରଭାତ ଆଶ୍ରମ ଠାରେ ପତଞ୍ଜଳି ଯୋଗପୀଠ ହରିଦ୍ଵାର ର ପୂର୍ବତନ ଡାକ୍ତର ଡ଼ଃ ସୁବାଷ ଚନ୍ଦ୍ର ନାୟକ ଙ୍କ ଆୟୁର୍ବେଦ ଚିକିତ୍ସା ରେ ବହୁ ପୁରାତନ ରୋଗ ଭଲ ହେଉଥିବା ରୁ ଦୂରଦୂରାନ୍ତରୁ ବହୁତ ରୋଗୀ ଆସି ନିଜ ନିଜ ର ରୋଗ ର ଆୟୁର୍ବେଦିକ ଚିକିତ୍ସା କରାଉଥିବା ର ପରୀଲକ୍ଷିତ ହେଉଛି। ଏଠାରେ ପ୍ରତିମାସ ର ପ୍ରଥମ ଶୁକ୍ରବାର ଓ ଶନିବାର ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଅନେକ ରୋଗ ଯେପରି କେନ୍ସର,ଗ୍ୟାସଟିକ,ଏସିଡ, ମଧୁମେହ ଇତ୍ୟାଦି ଅନେକ ରୋଗର ସଫଳ ଚିକିତ୍ସା ର ସୁବିଧା ମିଲିପାରୁଛି । ଦିନ କୁ ଦିନ ଅତ୍ୟଧିକ ଭିଡ଼ ପରିଲକ୍ଷିତ ହେଉଥିବାରୁ ବହୁ ରୋଗୀମାନଙ୍କ ଅନୁରୋଧ କ୍ରମେ ଆସନ୍ତା ମାସ ଠାରୁ ୨ ଦିନ ବଦଳରେ ୩ ଦିନ ଚିକିତ୍ସା ଶିବିର ଅନୁଷ୍ଠିତ ହେବ ବୋଲି ଡଃ ନାୟକ ସୂଚନା ଦେଇଛନ୍ତି।
ରାଜ୍ୟ
ଆୟୁର୍ବେଦ ଚିକିତ୍ସା ଶିବିର ଅନୁଷ୍ଠିତ।
- Hits: 4