ହେଡଲାଇନସ୍:

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାଟିଗାଁ ଦ୍ୱାଦଶ ଶ୍ରେଣୀ (+2)କଳା ବିଭାଗ ପରୀକ୍ଷା ଫଳ ପ୍ରକାଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଶୋକ ସାହୁ, ଶାସକ ପ୍ରଶାସକ: ଜିଲ୍ଲା ସ୍ତରୀୟ ରିଜଲ୍ଟ ୬୮%ଥିଲା ବେଳେ ଭାଟିଗାଁ ବିଦ୍ୟାଳୟର 95% ରିଜଲ୍ଟ କରିଛନ୍ତି।ପ୍ରଥମ 12ଟି ଦ୍ୱିତୀୟ 31ଟି ତୃତୀୟ 69ଟି ମୋଟ 1163112ଛାତ୍ର ଛାତ୍ରୀ କୃତ କାର୍ଯ୍ୟ ଲାଭ କରିଛନ୍ତି ।ମନମତି ଭତରା 431ମାର୍କ 71.15%ରଖି ଟପ୍ପର ହୋଇଛନ୍ତି। ପ୍ରକାଶ ଥାଉ କି ଏହି ବିଦ୍ୟାଳୟର ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ମଧ୍ୟ 100%ଛାତ୍ର ଛାତ୍ରୀ ପାସ୍ କରୁଥିଲା।
ତେଣୁ ଗ୍ରାମବାସୀ ବିଦ୍ୟାଳୟ ପରି ଚାଳନା କମିଟି ସର୍ବୋପରି ସମସ୍ତ ଅବି ଭାବକ ଓ ସଭାପତି ଶ୍ରୀ ସନୋଜ କୁମାର ତ୍ରିପାଠୀଙ୍କ ଭୂୟସୀ ପ୍ରଣାମ କରିଛନ୍ତି। ସମସ୍ତ ଶିକ୍ଷକ ମାନଙ୍କର କଠୋର ପରିଶ୍ରମ,ଭଲ ପାଇବା ଯୋଗୁଁ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉନ୍ନତ ରୁ ଉନ୍ନତ ହେବା କହିଛନ୍ତି, ଏହି ଖବର ପ୍ରଚାର ହେବା ଦ୍ଵାରା ଏହି ଅଂଚଳ ରେ ଖୁସିର ମlହଲ ଖେଳି ଯାଇଥିବାବେଳେ, ଅଂଚଳ ବାସୀ
ସମସ୍ତ ଶିକ୍ଷକମାନଙ୍କୁ ଓ ଅବିଭାବକ ମାନେ ପ୍ରଶଂସା କରିଛନ୍ତି

0
0
0
s2sdefault