- Hits: 624
ବିଦ୍ୟୁତ ତାର ଛିଣ୍ଡି ୪ ଗାଈଙ୍କ ଜୀବନ ଗଲା
ନୂଆପଡା / ପ୍ରିୟବ୍ରତ ପଣ୍ଡା : ଏକ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି ନୂଆପଡାର କରଙ୍ଗାମାଲରୁ | ଏହି ଗ୍ରାମରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଛିଣ୍ଡି ଗୋରୁ ପଲ ଉପରେ ପଡିଥିବା ଯୋଗୁଁ 4 ଗୋଟି ଗାଈ ମୃତ୍ୟୁବରଣ କରିଛନ୍ତି...
ନୂଆପଡା / ପ୍ରିୟବ୍ରତ ପଣ୍ଡା : ଏକ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି ନୂଆପଡାର କରଙ୍ଗାମାଲରୁ | ଏହି ଗ୍ରାମରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଛିଣ୍ଡି ଗୋରୁ ପଲ ଉପରେ ପଡିଥିବା ଯୋଗୁଁ 4 ଗୋଟି ଗାଈ ମୃତ୍ୟୁବରଣ କରିଛନ୍ତି...
ରେଢାଖୋଲରୁ ଯଶୋବନ୍ତ ନାରାୟଣ ସାହୁ : ରେଢ଼ାଖୋଲ ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ତାଣ୍ତବ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି I ରାତି ପ୍ରାୟ ସାଢ଼େ ୯ଟାରେ ଯୋରରେ ପବନ ବହିବା ସହ ଘଡଘଡି ସହ ବର୍ଷା ହୋଇଥିଲା...
କୋମନା/ଭାଗିରଥି ଭୋଇ- ନୂଆପଡା ଜିଲ୍ଲା କୋମନାରେ ଅଂଶୁଘାତରେ ଚାଲି ଗଲାଣି ୩ କୀବନ । ଏହି ବ୍ଲକ ପଲସିପାଣି ପଂଚାୟତ କାସିପଲା ଓ ଲଖନା ଥାନା ଭୁର୍କାଢୋଡା ରେ ୨ ଜଣଙ୍କ ଜୀବନ ହାନି ହୋଇଥିବା ବେଲେ ଆଜି ବୁଦ୍ଧିକୋମନା ଗ୍ରାମରେ ଜଣଙ୍କର...
କୋମନା ବିଡିଓ ଙ୍କ ସହ ତିନି ଜଣଙ୍କ ନାଁ ରେ ମାମଲା ରୁଜୁ ନୂଆପଡା. ୧୬/୦୫/; ସଦର ଥାନା ଅନ୍ତର୍ଗତ ହୋଟେଲ ସୁଖ ସାଗରରେ ରାତ୍ର ଭୋଜନ ବେଳେ ମହିଳା ଙ୍କୁ ର୍ଦୁବ୍ୟହାର କରିଥିବା ଅଭିଯୋଗ ରେ କୋମନା ବିଡିଓ ଙ୍କ ସହ ୩ ଜଣ ଙ୍କ ନାଁ ରେ ଥାନାରେ...
ସିନାପାଲି :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କସିପାନି ଗ୍ରାମ ର ଟଙ୍କଧର ନାଗ ଭାଇ ମନୋଆ ବାପା କୁଷ୍ନ ନାଗ ରାତି ୧ଟା ରେ ଅଜାନକ ବିଦ୍ୟୁତ୍ ତାର ଛିଡିଯାଇ ଥିବା ବେଳେ ତାଙ୍କ ଘରେ ନିଆଁ ଲାଗିଯାଇଥିଲା। ସୁଚନା ଅନୁସାରେ ରାତ୍ରି ୧ଟାସମୟ ରେ...