ଏମଭି-୨୬ ଗ୍ରାମରେ ତୁମୁଳ କାଣ୍ଡ, ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ଘର ପୋଡ଼ିଲେ ଉତ୍ତେଜିତ ଲୋକେ
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ ୮/୧୨/୨୫,ଚଳିତ ମାସ ୪ ତାରିଖରେ ନଦୀରୁ ଜଣେ ମହିଳାଙ୍କ গুগু ବିହୀନ ମୃତଦେହ ଦେହ ଉଦ୍ଧ ଉଦ୍ଧାର ଘଟଣାକୁ ନେଇ ଆଜି କୋରୁକୋଣ୍ଡା ଥାନା ଅଧ ଅଧୀନ ଏମଭି- ୨୬ ଗ୍ରାମରେ ତୁମୁଳ କାଣ୍ଡ ଘଟାଇଛନ୍ତି ମୃତକଙ୍କ ଗ୍ରାମବାସୀ ଓ ସମ୍ପ୍ରଦାୟ । ବହୁ ଲୋକ ଲାକଙ୍କ ଘର ପୋଡ଼ି ସହ ସମ୍ପରି ନଷ୍ଟ ହୋଇଛି। ସୂଚନା ଅନୁଯା ନୁଯାୟୀ ଚଳିତ ମାସ ୪ ତାରିଖରେ କୋରୁକୋଣ୍ଡା ଥାନା ଅଧୀନ ରାଖାଲଗୁଡ଼ା ଗ୍ରାମର ବିଧବା ଲ ଲାକେ ପଡ଼ିଆମୀ( ୫୫)ଙ୍କ ମୁଣ୍ଡ ବିହୀନ ମୃତଦେହ ନଦୀରୁ ଉଦ୍ଧାର ହୋଇ ହାଇଥିଲା। ଲା। ଲାକେଙ୍କ ପରିବାର ଓ ଗ୍ରାମବାସୀ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଦାବି କରିବା । ସହ କଟାମୁଣ୍ଡ ନମିଳିଲେ ମୃତଦେହ ବ୍ୟବଚ୍ଛେଦ ହେବ ନାହିଁ ବୋଲି ଅଡି ବସିଥିଲେ । ଏନେଇ କୋରୁକୋଣ୍ଡା କରିବା ସହ ଥାନାରେ ୧୯୭/୨୫ରେ ମାମଲା ରୁଜୁ କରି ପୁଲିସ୍ ତଦନ୍ତର ଦିଗ ଆଗକୁ ବଢ଼ାଇ ଥିଲା। ହତ୍ୟାକାରୀଙ୍କୁ ଧରିବା ସହ କଟାମୁଣ୍ଡ ଠାବ କରିବାକୁ ପୁଲିସକୁ ସମୟ ଦେଇଥିଲେ ଆଦିବାସୀ ସମାଜ । ତେବେ ଆଜି ଶତାଧୂକ ମହିଳା ଓ ପୁରୁଷ ଆଦିବାସୀ ପାରମ୍ପରିକ ଅସ୍ତ୍ର ଅସ୍ତ୍ରଶସ୍ତ୍ର ସହ ଏମଭି-୨୬ ଗ୍ରାମରେ ପହଞ୍ଚି ଭଙ୍ଗାରୁଜା ସହ ବହୁ ଲୋକଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଶତାବ ଯାନବାହନ ନଷ୍ଟ କରିବା ସହ ଲୁଟପାଟ କରିଥିବା ଅଭିଯୋଗ ହୋଇଛି। ପୁଲି ଉତ୍ତେଜିତ ଆଦିବାସୀଙ୍କୁ ଯେତେ ଅଟକାଇଲେ ମଧ୍ୟ କୌଣସି ଫରକ୍ ପଡ଼ିନଥୁଲା ନଥୁଲା | ବର୍ତମାନ ଏମଭି– ୨୬ ଗ୍ରାମବାସୀ ଆତଙ୍କିତ ଆତଙ୍କିତ ଅବସ୍ଥାରେ ରହି ହିବା ସହ ପୁଲିସ୍ ସୁରକ୍ଷା ଲୋଡିଛନ୍ତି। ସୂଚନା ଅନୁଯାୟୀ ରାଖାଲଗୁଡ଼ା ଗ୍ରାମ ସୀମାନ୍ତରେ ରହିଛି ଏମଭି-୨୬ ଗ୍ରାମ। ପୂର୍ବରୁ ଜମିଜମା ବିବାଦ ରହିଥିବା ନେଇ ପୁଲିସ୍ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ରେ ପୁଲିସ୍ ଏମଭି– ୨୬ ଗ୍ରାମର ଦୁଇ ଜଣଙ୍କୁ ପଚରାଉଚୁରା ପାଇଁ ଉଠାଇ ଠାଇ ନେ ନେଇଥିବା ଗ୍ରାମବାସୀ ଗ୍ରାମରେ ବ୍ୟାପକ ପୁଲିସ୍ ପୁଲିସ୍ ପକ୍ଷରୁ ଜୋରଦାର କହିଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖ୍ ଏମଭି– ୨୬ ଗ୍ରାମ ମୁତୟନ କରାଯାଇଛି । ହତ୍ୟାକାରୀଙ୍କୁ ଧରିବା ପାଇଁ । ଉଦ୍ୟମ କରାଯାଉଛି।











