ହେଡଲାଇନସ୍:

ଗଜପତି ଜିଲ୍ଲା ଭାରତୀୟ ପୂର୍ବ ସୈନିକ ସଂଘର ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଭାରତୀୟ ପୂର୍ବ ସୈନିକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ କ୍ୟାପଟେନ ଏସ୍. ସି ଦାସ , କ୍ୟାପଟେନ ମାଲିକର୍ଯୁନ ପଟ୍ଟନାୟକ , ସୁବେଦାର୍ ବି. କ୍ରିଷ୍ଣା ରାଓ , ନାଏବ ସୁବେଦାର ପି .ରାମନୀୟା , ମନୋଜ ଦାଶ , ଶିବଶଙ୍କର ପାଣି , ବି. ଏମ୍.ରାଓ , ଏନ.ସି .ମହାରଣା , ନରହରି ପାଳ , ବି.ସୁନିଲ କୁମାର ପ୍ରମୁଖ ସହ ଅନେକ ପୂର୍ବ ସୈନିକ ବୈଠକରେ ଉପସ୍ଥିତ ରହି ପୂର୍ବ ସୈନିକ ଙ୍କ ନିମନ୍ତେ ଆସିଥିବା ନୂଆ ନିୟମ , ପେନସନ ସମ୍ବନ୍ଧିତ ବ୍ୟାଙ୍କ୍ ର ନିୟମ , ମେଡିକାଲ୍ ଉପଚାର ବିଷୟ , ଦୀର୍ଘ ୪୦ ବର୍ଷ ରୁ ଚାଲିଥିବା (ପୂର୍ବ ସୈନିକ ଙ୍କ କାର୍ଯ୍ୟାଳୟ ନିମନ୍ତେ ଜାଗା) ବିଷୟରେ ଆଲୋଚନା , ପୂର୍ବ ସୈନିକ ଙ୍କ ଦ୍ଵାରା ନିଜ ନିଜ ଅଞ୍ଚଳ ରେ ରାଷ୍ଟ୍ର କାର୍ଯ୍ୟ ଓ ରାଷ୍ଟ୍ର ପ୍ରେମ ନିମନ୍ତେ ଲୋକଙ୍କୁ ଜାଗରୁକ କରାଇବା ଭଳି ଅନେକ ବିଷୟ ଆଲୋଚନା ହୋଇଥିଲା।

0
0
0
s2sdefault