ନୂଆପଡ଼ା ଜିଲ୍ଲା ଯାଦବ ସମାଜ ପକ୍ଷ ରୁ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ଖଡିଆଳ ସହର ମଧ୍ୟରେ ଯାଦବ ସମାଜ ପକ୍ଷ ରୁ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଅଛି। ଶ୍ରୀକୃଷ୍ଣ ଜନ୍ମ ଏବଂ ନାନ୍ଦୋତ୍ସବ ପାଳିତ ହୋଇଅଛି। ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରିଥିବା ବେଳେ ଯାଦବ ସମାଜ ର ପାରମ୍ପରିକ ଗଉଡ ବାଡି, ରାମ କାଠି ନୃତ୍ୟ, ଘଣ୍ଟ ବାଦ୍ୟ ଏବଂ ବାଦ୍ୟ ନୃତ୍ୟ ସାଂସ୍କୃତିକ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରିଥିଲା। ସାନ ଗୁଡ଼ି ଠାରେ ଦହି ହାଣ୍ଡି ଫୋଡ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହି ଉତ୍ସବ ରେ ଦେବକୀ ଓ ବାସୁଦେବ ରୂପେ ରଶ୍ନାମୟୀ ବନଛୋର୍, ଏବଂ ହେମନ୍ତ ବନଛୋର ଦାୟିତ୍ବ ନିର୍ବାହ କରିଥିବା ବେଳେ ନନ୍ଦ ରାଜା ଓ ନନ୍ଦ ରାଜା ରୂପେ ସଂଯୁକ୍ତା ନାଗ ଏବଂ ସୁନିଲ କୁମାର ନାଗ ଦାୟିତ୍ବ ନିର୍ବାହ କରି ଯାଦବ ଙ୍କ ସାଂସ୍କୃତିକ ପରମ୍ପରା ବଞ୍ଚାଇ ରଖିବାକୁ ଆହ୍ବାନ କରିଥିଲେ।

0
0
0
s2sdefault