ହେଡଲାଇନସ୍:

ଭାସମଲ ବିଦ୍ୟା ବାଲାନଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁମ୍ବାଇ : ଭାସମଲ, ଭାରତର ଏକ ସବୁଠାରୁ ବିଶ୍ୱାସଯୋଗ୍ୟ ହେୟାର କଲର ବ୍ରାଣ୍ଡ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ଏହାର ବଂଶାନୁକ୍ରମିକତାକୁ ପ୍ରଶସ୍ଥ କରିବା ସହିତ, ଏହାର ଏଇ ନିକଟରେ ଉପସ୍ଥାପିତ ବୈଶିଷ୍ଟ୍ୟକାରୀ ବ୍ରାଣ୍ଡ ଆମ୍ବାସାଡ଼ର ବିଦ୍ୟା ବାଲାନ୍ଙ୍କ ସହିତ ଭାସମଲ ହେନ୍ନା କ୍ରିମେ ହେୟାର କଲର ର ଏକ ନୂତନ ଟିଭିସିର ଶୁଭାରମ୍ଭ ହୋଇଛି । ବିଜ୍ଞାପନଟି ସମସ୍ତ ମୌଳିକ ସୌନ୍ଦର୍ଯ୍ୟକାରୀତା ଜରିଆରେ ପାରମ୍ପରିକତା ତଥା ସହଯୋଗୀ କାହାଣୀକୁ ଆବଦ୍ଧ କରିପାରିଛି । ଏହା ହେନ୍ନାର ପ୍ରାକୃତିକ ଉପକାରୀତାର ସହଜ କ୍ରିମ ଫର୍ମାଟ ଉପରେ ଆଲୋକପାତ କରିବା ସହିତ ଐତିହ୍ୟ ଏବଂ ନବୀନତାର ଭାବପ୍ରବଣ ମହକତା ପ୍ରଦାନ କରିଅଛି ।
ଅଭିଯାନର ବାର୍ତ୍ତାଗୁଡ଼ିକ ପ୍ରତ୍ୟେକ ମହିଳାଙ୍କ ସଶକ୍ତିକରଣର ଆବେଗତାକୁ ଧରି ରଖିବା ସହିତ ଯଥାର୍ଥରେ “ସୁରକ୍ଷିତ ରହେ ମେରେ ବାଲ” କହିବା ସହିତ ଏଥିରେ ଦୂର ଅବଧିର ବିଶ୍ୱସନୀୟତାକୁ ଯୋଡ଼ି ପାରିଛି ।
ଏହି ଡ଼ିଭିସିର ଅନ୍ତର୍ନିହିତା ସହିତ ନିଜକୁ ସାମିଲ କରି ଧିରଜ ଅରୋରା, ଏମଡ଼ି ଓ ସିଇଓ ଏଚଆରଆଇପିଏଲ, ମତବ୍ୟକ୍ତ କରି କହିଛନ୍ତି, “ଏହି ଅଭିଯାନ ଭାସମଲର ଜୟଯାତ୍ରାରେ ଆମର ବ୍ରାଣ୍ଡ-ପ୍ରତିଷ୍ଠା ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ଅଟେ । ଏହା ରହିଥିବା ଆମରବିସ୍ତାରିତ ରଣନୀତିକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ଆଞ୍ଚଳିକତାର ବିଭିନ୍ନ ଦିଗକୁ ପ୍ରତିଫଳିତ କରିବା ସଙ୍ଗେ ସଙ୍ଗେ ଏକ ଜାତୀୟ ପ୍ରାସଙ୍ଗିକତାକୁ ଗୌରାବନ୍ନିତ କରିପାରିଛି । ଭାସମଲର ଉପସ୍ଥିତିକୁ ଯେହେତୁ ଆମେ ପ୍ରମୁଖ ବଜାର ଗୁଡ଼ିକରେ ଖୁବ୍ ଉଚ୍ଚ ମାନର ମାପଦଣ୍ଡରେ ଆଗକୁ ବଢ଼ାଇବାକୁ •ଲିଛୁ ଏଥିରେ ରହିଥିବା କାହାଣୀ ସମସ୍ତଙ୍କୁ ହୃଦୟରେ ରହିପାରିଛି ଯାହାକି ଯେଉଁଭଳି ଭାବରେ ଆମେ ଆମର ଗ୍ରାହକମାନଙ୍କ ସହିତ ସଂଯୋଗ କରିପାରିଛୁ । ବିଦ୍ୟା ବାଲାନଙ୍କ ସହିତ ସହଭାଗୀତାରେ ଏହା କେବଳ ବ୍ରାଣ୍ଡକୁ କିଛି ଅଧିକ ବାଟ ପର୍ଯ୍ୟନ୍ତ ବର୍ଣ୍ଣନା କରିବାରେ ସୀମିତ ହୋଇ ରହିନାହିଁ ବରଂ ଏହା ଆମର ସେହି ପ୍ରତିଶ୍ରୁତିବଦ୍ଧତାକୁ ଆହୁରି ଅଧିକ ଦୃଢ଼ କରିପାରିଛି ଯାହାକି ଏକ ଅର୍ଥପୂର୍ଣ୍ଣ ତଥା ଅନ୍ତର୍ନିହିତ ଅଗ୍ରଣୀ ଯୋଗାଯୋଗକୁ ଆହୁରି ଆଗକୁ ନେଇପାରିଛି ।”
ଟିଭିସି ଏବଂ ଏହାର ଭାସମଲ ସହିତ ସହଯୋଗୀତା ଉପରେ ମତବ୍ୟକ୍ତ କରି, ପ୍ରିୟଙ୍କା ପୁରୀ, ବରିଷ୍ଠ ଭିପି ମାର୍କେଟିଙ୍ଗ ଏଚଆର ଆଇପିଏଲ କହିଛନ୍ତି, “ବିଦ୍ୟା ବାଲାନ ଜଣେ ପ୍ରତିଷ୍ଠିତ କଳାକାରଙ୍କ ଠାରୁ ଯଥେଷ୍ଟ ଉଦ୍ଧ୍ୱର୍ରେ ରହିଛନ୍ତି ଯେ କି ସାଂସ୍କୃତିକ ଆଇକନ ସହିତ ନିଜକୁ ସଠିକ୍ ଭାବରେ ଏକାଠି କରିବା ସହିତ ରହିଥିବା ଉତ୍ସୁକତା ଏବଂ ଦୃଢ଼ତା, ଏବଂ ଭାସମଲ ଯାହାକି ଯେଉଁ ଦୃଢ଼ ମୂଲ୍ୟଯୁକ୍ତ ମିଶ୍ରଣକୁ ନେଇ ଉପସ୍ଥିତ ହୋଇଛି ଏହା ସହିତ ମିଶିକରି ରହିଛନ୍ତି । ତାଙ୍କର ମୂଳ ସୌନ୍ଦର୍ଯ୍ୟତା ଏବଂ ଆଧୁନିକ ବିଶ୍ୱସନୀୟତା ହେନ୍ନା କି୍ରମେ ହେୟାର କଲରର ସବୁଠାରୁ ଅଧିକ ଆବେଗତାର ଦର୍ପଣ ସଦୃଶ୍ୟ ଅଟେ । ଟିଭିସି ଅତି ସୁନ୍ଦର ଭାବରେ ଏଭଳି ଏକ ସନ୍ତୁଳନକୁ ଧରି ରଖିବା ସହିତ ସେହି ସମାଧାନକୁ ପ୍ରଦର୍ଶିତ କରିଛି ଯାହା ଉଭୟ ପାରିବାରିକ ଏବଂ ଆଗକୁ ଯାଇ ଏହାକୁ ଦେଖିବାର ଉଭୟ ଅନୁଭୂତିକୁ ପ୍ରତିଫଳିତ କରିପାରିଛି ।

0
0
0
s2sdefault