ହେଡଲାଇନସ୍:

କେନ୍ଦ୍ରୀୟ ବିଦ୍ୟାଳୟ ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତାରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ, ଗଜପତି ଛାତ୍ରୀର ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨/୮/୨୦୨୫ ଠାରୁ ୬/୮/୨୫ ପର୍ଯ୍ୟନ୍ତ ବାଙ୍ଗାଲୋର ଠାରେ ରାଜ୍ଯ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଜାତୀୟ ଡାଇକୋନଡୁ ପ୍ରତିଯୋଗିତା କେନ୍ଦ୍ରୀୟ ବିଦ୍ୟାଳୟ ଦ୍ବାରା ଆୟୋଜନ କରଯାଇଥିଲା।  ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ବାଳିକା ଖେଳାଳୀ ଅଂଶଗ୍ରହଣ କରିଥିଲେ। ଗଜପତି ଜିଲ୍ଲାର ଜିଲ୍ଲା ଟାଇକୋନ୍‌ଡୁ ଅନୁଷ୍ଠାନରୁ ମୋଟ ୨ ଜଣ ପ୍ରତିଯୋଗୀ (ବାଳିକା) ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ସୁବର୍ଣ୍ଣା ସାହୁ କାଂସ୍ଯ ପଦକ ହାସଲ କରି ଗଜପତି ଜିଲ୍ଲାର ମାନ ରଖିଛନ୍ତି ବୋଲି ଜିଲ୍ଲା ତାଇକୋନଡୁ ଏକାଡେମୀର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମ କୁ ଲିଖିତ ସୂଚନା ପ୍ରଦାନ ଦେଇଛନ୍ତି।

0
0
0
s2sdefault