ହେଡଲାଇନସ୍:

ଶ୍ରୀଶ୍ରୀଜ୍ଞାନ ମନ୍ଦିର ଶିକ୍ଷାନୁଷ୍ଠାନ  ଉଦ୍ଘାଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

11-07-18-duburi.jpg - 101.82 kB

ଡୁବୁରୀ(ସନାତନ ମହାନ୍ତ) ୧୧/୦୭- ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ସଂସାଇଲୋ୍ର ଗା:ପ ସୋରିସିଆପଦା ଗ୍ରାମରେ ଆଜି ବିଶ୍ୱସ୍ତରୀୟ  ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ  ଆର୍ଟ ଅଫ୍ ଲିଭିଙ୍ଗ୍ତ ତରଫରୁ ଗୁରୁଦେବ ଶ୍ରୀଶ୍ରୀରବିଶଙ୍କରଜିଙ୍କର ଶ୍ରୀଶ୍ରୀଜ୍ଞାନ ମନ୍ଦିର ଉଦ୍ଘାଟନ କରାଗଲା । ଉକ୍ତଜ୍ଞାନ ମନ୍ଦିରରେ ୪୦ରୁ ଉର୍ଧ୍ଵ  ପିଲା ନାମଲେଖାଇଛନ୍ତି । ଯାଜପୁର ଜିଲ୍ଲା ଚେୟାର ପର୍ଶନ୍ ତଥା ଯୋଗ ଶିକ୍ଷୟତ୍ରୀ ସଂଗୀତା ପିଙ୍ଗୁଆ ଅଧକ୍ଷତାରେ ସମ୍ନାନିତ ଅତିଥି ଭାବେ ବିରେନ୍  ଯାମୁଦା , ମଟାଇଜାମୁଦା , ମଧୁସୁଦନ ମହାନ୍ତ,ପୂର୍ବତନ ସରପଂଚ ଜୟକୃଷ୍ଣ ମହାନ୍ତ , ବିଦ୍ୟାଧର ମହାନ୍ତ ଓ ଆର୍ଟ ଅଫ୍ ଲିଭିଙ୍ଗ୍ର କର୍ମକର୍ତା ଉପସ୍ଥିତ ଥିଲେ । ଯାଜପୁର ସହିତ ଓଡିଶାରେ ଆଜି ଆର୍ଟ ଅଫ୍ ଲିଭିଙ୍ଗ୍ର ୮ଟି ଜ୍ଞାନ ମନ୍ଦିର ଉଦ୍ଘାଟନ କରାଗଲା । 

 

0
0
0
s2sdefault