ହେଡଲାଇନସ୍:

ଜେସିବି ମେସିନକୁ ଧକ୍କା  ଦେଲା  ଏକ୍ସପ୍ରେସ୍‌ ଟ୍ରେନ୍। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

09-05-18-jaaj.jpg - 62.68 kB

 ଯାଜପୁର/ Jayshankar Dash/Biswajit Majhi  : ହରିଦାସପୁର ଷ୍ଟେସନ ନିକଟ ଲେବଲ କ୍ରସିଂରେ ଏକ ଜେସିବି ମେସିନକୁ ଧକ୍କା ଦେଇଛି ଏକ୍ସପ୍ରେସ୍‌ ଟ୍ରେନ୍। ଜଗୁଆଳିବିହୀନ ଲେବୁଲ୍ କ୍ରସିଂରେ ଘଟିଛି ଏହି ଘଟଣା। ଏଥିରେ ୪ ଜଣ ଆହତ ହୋଇଛନ୍ତି।

ଟ୍ରାକ୍‌ରେ ଜେସିବି ଖରାପ ହୋଇଟିବା ପରେ ଏହାର ଡ୍ରାଇଭର ଗାଡି ଛାଡି ପଳାଇଥିଲେ। ଜେସିବିଟି ରେଳଧାରଣା ମଝିରେ ଅଟକି ରହିଥିଲା। ଏହି ସମୟରେ ଏର୍ଣ୍ଣାକୁଲମ-ହାୱଡ଼ା ଏକ୍ସପ୍ରେସ ଟ୍ରେନ୍ ଆସି ଜେସିବିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଲେବଲ କ୍ରସିଙ୍ଗ ନିକଟରେ ଟ୍ରେନ୍ ଅଟକି ରହିଛି।
0
0
0
s2sdefault