- Hits: 1013
ବଲାଙ୍ଗୀରରେ ବେଆଇନ ଜମି କାରବାର, ମାଲାମାଲ୍ ମାଫିଆ
ବଲାଙ୍ଗୀର / ନିରୋଜ ମିଶ୍ର ବଲାଙ୍ଗୀର: ଜିଲ୍ଲାରେ ମାତିଛନ୍ତି ଜମି ମାଫିଆ । ବ୍ୟାପକ ହେଉଛି ବେଆଇନ ଜମି କାରବାର । ବଲାଙ୍ଗୀରରେ ରାତାରାତି ଏବେ ଛତୁ ଫୁଟିଲା ପରି ଜମି ଦଲାଲ ଓ କମ୍ପାନୀ ଉଭା ହୋଇଛି । ଗାଁଠୁ ସହ ସବୁଠି ବେଆଇନ ଜମି କାରବାର...








