ହେଡଲାଇନସ୍:

ସମ୍ବଲପୁର ର ଘରୋଇ ନର୍ସିଂ ହୋମ ସଞ୍ଜିବନି ହସ୍ପିଟାଲ ୫ ଦିନ ପାଇଁ ସିଲ୍ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ସହର ଫାର୍ମ ରୋଡ଼ ରେ ଥିବା ଘରୋଇ ନର୍ସିଂ ହୋମ ସଞ୍ଜିବନି ହସ୍ପିଟାଲ କୁ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସିଲ୍  କରିଦିଆଯାଇଛି l ଏହି ହସ୍ପିଟାଲ  ରେ ୪ ଦିନ ତଳେ ଚିକିତ୍ସିତ ହୋଇ ଘରକୁ ଫେରି ଥିବା ଜଣେ ରୋଗୀ ଗୁରୁବାର କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ପ୍ରଶାସନ ପକ୍ଷରୁ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ସିଲ୍ କରିଦିଆଯାଇଛି l ଏହା ସହିତ ଏହି ନର୍ସିଂ ହୋମ ର ମାଲିକ ଡ଼. ପୁରୁଷୋତ୍ତମ ଅଗ୍ରୱାଲ ଏବଂ ଡା. କବିର ଦାସ ପୁରୋହିତ ଙ୍କ ସମେତ ସମୁଦାୟ ୩୨ ଜଣଙ୍କୁ ସଙ୍ଗରୋଧ ରେ ରହିବାକୁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି l

     

0
0
0
s2sdefault