- Hits: 167
ରାଜ୍ୟସ୍ତରୀୟ ‘ତାଳ ଓ ଟ୍ରେଣ୍ଡ୍ସ’ ନୃତ୍ୟ ସମନ୍ୱୟ ପ୍ରତିଯୋଗିତାରେ ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ସଫଳତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀ ସାଇ କଲଚୁରାଲ୍ ଏସୋସିଏସନ୍ ଟ୍ରଷ୍ଟ , ମଞ୍ଚେଶ୍ୱର ପକ୍ଷରୁ ଗତ କାଲି ( ସୋମବାର) ଉପେନ୍ଦ୍ର ଭଞ୍ଜ ରେଳୱେ ଇନଷ୍ଟିଚ୍ୟୁଟ୍ ପରିସରରେ ରାଜ୍ୟସ୍ତରୀୟ ‘ତାଳ ଓ ଟ୍ରେଣ୍ଡ୍ସ ନୃତ୍ୟ ସମନ୍ୱୟ...








