- Hits: 1059
ନେପାଳର ବି ବହପ, ଭାରତକୁ ପଠାଇଵ ବିବାଦୀୟ ମ୍ୟାପ
କାଠମାଣ୍ଡୁ(ଏଜେନ୍ସି) : ମଉକା ଦେଖି ଆଖି ଦେଖାଉଥିବା ନେପାଳ ଏବେ ବହପ ଦେଖାଇବାରେ ଆଉ ପାଦେ ଆଗକୁ ପକାଇଛି | ଭାରତର ପରାମର୍ଶକୁ "ଫୁ" କରି ବିବାଦୀୟ ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନିଅଂଚଳ ନେପାଳର ବୋଲି ଦାବି କରିବା ସହ ବିଭିନ୍ନ...









