- Hits: 4226
"ପଚାଶ ହଜାର ଦିଅ ନହେଲେ ମାରିଦେବୁ - ଲାଲ ସଲାମ"
ଧରାପଡି ଜେଲ ଗଲେ ନକଲି ମାଓବାଦୀ ବରଗଡ଼ :- ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଅନେକ ଅଞ୍ଚଳ ମାଓ ପ୍ରବଣ । ମଝି ମଝିରେ ବିଭିନ୍ନ ସ୍ଥାନରେ ମାଓବାଦୀ ମାନଙ୍କର ଉପସ୍ଥିତ ଥିବାର ଖବର ଶୁଣିବାକୁ ମିଳେ । ମାଓ ଦମନ ପାଇଁ ସରକାର ଙ୍କର ତରଫରୁ...