- Hits: 1001
ଜୁସ ଦୋକାନ ରସିଦ ଦେଇ ଫାଇନ କାଟୁଥିଲେ ନକଲି ଆରଟିଓ
ବଡ଼ବିଲ (ଚିତ୍ତରଞ୍ଜନ କର) :କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଜଣେ ନକଲି ଆରଟିଓ ବାବୁଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ। ବଡ଼ବିଲ ବାଇପାସ ରୋଡ଼ ଅଞ୍ଚଳର ଇମରାନ ଖାନ ନାମକ ଜଣେ ଯୁବକ ନିଜକୁ ଆରଟିଓ ଭାବେ ପରିଚୟ ଦେଇ ଟ୍ରକମାନଙ୍କରୁ ଟଙ୍କା...