ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାସୱାନ ଆଉ ନାହାନ୍ତି | କିଛି ସମୟ ଅସୁସ୍ଥ ଥିବା ଶ୍ରୀ ପାଶ୍ବାନଙ୍କ ଆଜି 74 ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି | ଗୁରୁବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଥିବା ତାଙ୍କ ପୁଅ ଚିରାଗ ପାସୱାନ ଟ୍ୱିଟ କରିଛନ୍ତି।