- Hits: 1026
ବଲାଙ୍ଗୀରରେ ବିଶାଳ ମେଗା ମାର୍ଟ ନୂଆ ଶୋରୁମ ଆରମ୍ଭ
ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗୀର ସହରରେ ଅତ୍ୟାଧୁନିକ ବିଶାଳ ମେଗା ମାର୍ଟର ନୂତନ ଶୋରୁମ ଉଦ୍ଗାଟିତ ହୋଇଯାଇଛି । ଶୋରୁମକୁ ଉଦ୍ଗାଟନ କରିଥିଲେ ରମେଶ ଚନ୍ଦ୍ର ସିଂହଦେଓ, ଗୋପାଲ କ୍ରିଷ୍ଣ ସିଂଦେଓ, ରୋହିତ କୁମାର ଜୈନ, ବାସୁଦେବ ପତି ।...









