- Hits: 868
ଆର.ଏସ.ପି. ସିଣ୍ଟରିଙ୍ଗ ପ୍ଳାଣ୍ଟ-୨ ବିଭାଗୀୟ ସାମୁଦାୟିକଙ୍କ ପ୍ରଶଂସନୀୟ ପ୍ରୟାସ ଦ୍ଵାରା ବିପୁଳ ସଞ୍ଚୟ ସାଧନ
ରାଉରକେଲା/ ସୁଶାନ୍ତ ବେହେରା :ରାଉରକେଲା ଇସ୍ପାତ କାରଖାନାର ସିଣ୍ଟରିଙ୍ଗ ପ୍ଳାଣ୍ଟ-୨ ବିଭାଗୀୟ ଏକ କର୍ମଚାରୀ ଦଳ ସଫଳତା ସହକାରେ ୱାଟର କୁଲିଙ୍ଗ ସିଷ୍ଟମର ଆଂଶିକ ପରିବର୍ତ୍ତନ ଜରିଆରେ ଉନ୍ନତିକରଣ କରିଛନ୍ତି । ଏହାର ଫଳସ୍ଵରୂପ ଓଭରଫ୍ଲୋ...












