ହେଡଲାଇନସ୍:

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ମହିଳା ବିଜେଡି ଉପସଭାନେତ୍ରୀ ଦଳରୁ ନିଲମ୍ବିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ରାଜ୍ୟ ବିଜୁ ମହିଳା ଜନତା ଦଳ ରାଜ୍ୟ ଉପସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ ପର୍ଯ୍ୟବେକ୍ଷକ ଶ୍ରୀମତୀ ମିନତୀ ଦେବତାଙ୍କୁ ଆଜି ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ନିଲମ୍ବିତ କରାଯାଇଛି | ଦଳର ସଂଗଠନ ସମ୍ପାଦକ (ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ) ପ୍ରବଣ ପ୍ରକାଶ ଦାସ ଆଜି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି |

0
0
0
s2sdefault