- Hits: 805
ଓଡିଆ ଜନଜୀବନର ମୂଳ ପୁଂଜି ପ୍ରାଚୁର୍ଯ୍ୟ ବା ଧନ ସମ୍ପଦ ନୁହେଁ ବରଂ ଜ୍ଞାନ, ଶିକ୍ଷା ଓ ସଂସ୍କାର – ଧର୍ମେନ୍ଦ୍ର ପ୍ରଧାନ
"ଓଡିଶାର ଭବିଷ୍ୟତ ପୀଢୀକୁ ଗଢିବା ପାଇଁ ନୂଆ କରି ଚିନ୍ତା କରିବାର ସମୟ ଆସିଛି" କଟକ - ଓଡିଆ ଜନଜୀବନର ମୂଳ ପୁଂଜି ପ୍ରାଚୁର୍ଯ୍ୟ ବା ଧନ ସମ୍ପଦ ନୁହେଁ ବରଂ ଜ୍ଞାନ, ଶିକ୍ଷା ଓ ସଂସ୍କାରକୁ ଓଡିଶା ଅଗ୍ରାଧିକାର ଦେଇଛି ବୋଲି କହିଛନ୍ତି...








