( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ସଦର ଥାନା ପୋଲିସ ରୋହିଗାଁ ରେ ଚଢ଼ାଉ କରି ସଫଳତା ପାଇଛନ୍ତି। ଯାହାକି ଉକ୍ତ ଗାଁ ରେ ଏକ ବଡ଼ ଧରଣର ଜୁଆ ଆଡ଼କୁ ଘେରାଉ କରି ପ୍ରାୟ ୨୦ ଜଣ ଜୁଆଡି କୁ କାବୁ କରି ନଗଦ ୫ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ୧୫ ଟି ମୋଟରସାଇକେଲ ଓ୧୯ ଟି ବହୁ ଦାମିକା ମୋବାଇଲ ଫୋନ୍ ଜବତ୍ କରିଛନ୍ତି ଓ ଅଭିଯୁକ୍ତ ସମସ୍ତ ଜୁଆଡି କୁ ଗିରଫ କରିଛନ୍ତି।
ରାଜ୍ୟ
ବଡ଼ ଧରଣର ଜୁଆ ଆଡ୍ଡା ଉପରେ ସଦର ପୋଲିସ ର ଚଢାଉ।
- Hits: 57







