ରାଜଗାଙ୍ଗପୁର ତା ୧୬-୦୪-୨୬: ଲାଞ୍ଜିବେରନା ଫାଣ୍ଡି ଅନ୍ତର୍ଗତ ଡମପୋଷ ଗାଁ ର ୩୫ ବର୍ଷ ବୟସର ଯୁବକ ରାଣ୍ଟୁ ମାଝୀ ତେନ୍ତୁଳି ଗଛ ରେ ଚଢ଼ି କିଛି ଡାଲ୍ ପତ୍ର ଥିବା ଅବସ୍ଥାରେ ଡାଳ ଭାଙ୍ଗି ତଳେ ପଡ଼ି ଯାଇଥିଲେ। ଆହତ ଅବସ୍ଥାରେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୁ ଅଣାଯାଇଥିଲା | ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମାନେ ଦେଖି ତାଙ୍କୁ ସାଙ୍ଗେ ସାଙ୍ଗେ ରାଉରକେଲା ସରକାରୀ ଡାକ୍ତରଖାନା କୁ ରେଫର କଲେ। ରାଉରକେଲା ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରାଜ୍ୟ
ଗଛରୁ ପଡି ଯୁବକର ମୁତ୍ୟ
- Hits: 15








