ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )--:ସ୍ଥାନୀୟ ବେଲଗୁଣ୍ଠା ସ୍ନାତକ ବିଦ୍ୟାଳୟ ରେ ଶିକ୍ଷାବିଭାଗ ତରଫରୁ ''ଶିକ୍ଷା ସମାଜ ବିଜ୍ଞାନ ରଧାରଣା'' ବିଷୟରେ ପାଠଚ଼କ୍ର ଅନୁଷ୍ଠିତ ହୋଇଯାଇଛି। ଏହି ପାଠ ଚ଼କ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଏବଂ ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ ଓ ଅଧ୍ୟାପକ ଡ଼.ପ୍ରଫୁଲ କୁମାର ଜେନା ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ବିଭାଗୀୟଅଧ୍ୟାପିକା ପିଙ୍କି ପାତ୍ର ଏହି ପାଠଚ଼କ୍ର କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ ।+3 ଦ୍ୱିତୀୟ ବର୍ଷର ଛାତ୍ରୀ ସୁଶ୍ରୀରଚ଼ନାବିଷୋୟୀ ସନ୍ଦର୍ଭ ପାଠକରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିଭାଗର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସରସ୍ ସୁନ୍ଦର କରିଥିଲେ ।
ରାଜ୍ୟ
ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷାବିଭାଗ ର ପାଠଚ଼କ୍ର
- Hits: 13