ହେଡଲାଇନସ୍:

ରାମ ନବମୀରେ ଜଗତଗୁରୁଙ୍କ ଆଶୀର୍ବାଦ ନେଲେ କଂଗ୍ରେସ ପ୍ରାର୍ଥୀ ସୁଜିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ, ୧୭/୦୪ : ଆଦିଗୁରୁଙ୍କ ଆଶୀର୍ବାଦ ନେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଜିତ ମହାପାତ୍ର। ବୁଧବାର ପବିତ୍ର ରାମ ନବମୀରେ ଗୋବର୍ଦ୍ଧନ ମଠ ଯାଇ ମା ବିମ୍ବଳାଙ୍କ ଦର୍ଶନ କରିବା ସହ ପୁରୀବାସୀଙ୍କ ଉତ୍ତୋରତର ଉନ୍ନତି କାମ କରିଛନ୍ତି ସୁଜିତ । ପରେ ପରମ ପୁଜ୍ୟ ଗୁରୁଜୀ ଶଙ୍କରାଚାର୍ଯ୍ଯଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି । ଏହି ଅବଶରରେ ଏହା ମୋର ପରମ ସୌଭାଗ୍ଯ ଯେ ଆଜିପରି ପବିତ୍ର ଦିନରେ ଜଗତଗୁରୁ ଶଙ୍କରାଚାର୍ଯ୍ଯ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଦର୍ଶନ କଲି ଓ ଆଶୀର୍ବାଦ ଭିକ୍ଷା କଲି । ଜୀବନର ପ୍ରତିଟି କ୍ଷେତ୍ରରେ ଗୁରୁଙ୍କ ମାର୍ଗ ଦର୍ଶନ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ସୁଜିତ ।

0
0
0
s2sdefault