- Hits: 172
ପୋଖରୀରେ ବୁଡ଼ି ୧୧ ବର୍ଷ ନାବାଳିକାଙ୍କ ମୃତ୍ୟୁ
ଓଡ଼ଗାଁ,୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗିରିଡିପଲ୍ଲୀ ପଞ୍ଚାୟତ ଧଝୋଲା ଗ୍ରାମର ରାଜେନ୍ଦ୍ର ନାୟକଙ୍କ ୧୧ ବର୍ଷର ଝିଅ ଜ୍ଜୋତ୍ସ୍ନାରାଣୀ ନାୟକ ଶନିବାର ସକାଳ ପ୍ରାୟ ୧୦ ସମୟରେ ସାଥି ପିଲାଙ୍କ ସହିତ ପୋଖରୀକୁ...