ହାଇୱ। ଧକ୍କାରେ ଯୁବକ ର ମୃତ୍ୟୁ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ଆସ୍କା ଥାନା ଅନ୍ତର୍ଗତ କଇଁଫୁଲିଆ ଛକରେ ଏକ ପିଚୁ ବୋଝେଇ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକ ଯୁବକ ର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ନିକଟସ୍ଥ ମୁକୁନ୍ଦ ପୁର ଗ୍ରାମର ଶିବ ବିଶ୍ୱାଳ ଓ ସେ ନିଜ ଘରୁ କଲେଜ ଛକକୁ ଯିବା ବେଳେ ଉକ୍ତ ଟ୍ରକ୍ ତାକୁ ଧକ୍କା ଦେଇଥିଲା। ଫଳରେ ତାର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଶବ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

0
0
0
s2sdefault