ଓଡ଼ଗାଁ,୨୮।୭(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋଡରେ ଥିବା ଓଡ଼ଗାଁ ସାମ୍ବାଦିକ ସଂଘ ଓଡ଼ଗାଁ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଛି । ସୋମବାର ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇ, ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ଅନିଲ କୁମାର ପଣ୍ଡା ସେହିପରି ଓଡ଼ଗାଁ ସାମ୍ବାଦିକ ସଂଘର ସଭାପତି ଅଶୋକ କୁମାର ମହାପାତ୍ର, ସମ୍ପାଦକ ଗଣେଶ୍ୱର ସାହୁ, କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର ଏବଂ ଅନ୍ୟ ପ୍ରମୁଖ ସାମ୍ବାଦିକଙ୍କ ଉପସ୍ଥିତିରେ ଚାରା ରୋପଣ କରାଯାଇଥିଲା।
ରାଜ୍ୟ
ଓଡ଼ଗାଁ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଚାରା ରୋପଣ
- Hits: 25