ହେଡଲାଇନସ୍:

ହାଇକୋର୍ଟ ବାର ଆସୋସିଏସନର ଓକିଲଙ୍କ ଆନ୍ଦୋଳନ ସ୍ଥଗିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

05-03-18-ohc1.jpg - 30.47 kB

କଟକରୁ ସରୋଜ ସ୍ୱାଇଁ :  ହାଇକୋର୍ଟ ରେ ଖାଲିଥିବା ଜଜ ପଦବୀ ପୁରାଣ କରିବା ଦାବିରେ  ଗତ ମାସ ୧୨ ତାରଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ରିଲେ ଅନଶନ କରୁଥିବା ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ଓକିଲମାନେ ସେମାନଙ୍କ ଆନ୍ଦୋଳନତମକ କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି  । ମୁଖ୍ୟ ବିଚାରପତି ଜଷ୍ଟିସ ବିନିତ ସରନଙ୍କୁ ସାକ୍ଷାତ କରି ଆଲୋଚନା କରିବା ତଥା ହାଇକୋର୍ଟରେ ଖାଲିଥିବା ବିଚାରପତି ପଦବୀ ପୂରଣ କରାଯିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ  ମୁଖ୍ୟ ବିଚାରପତି ପ୍ରତିଶ୍ରୁତି ଦେବା ପରେ   ଓକିଲମାନେ ଏହି ନିଷ୍ପତି ଘୋଷଣା କରିଛନ୍ତି ।

0
0
0
s2sdefault