ବାଲୁଗାଁ :ଆଜି ବିଶାଳ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କଲେ ଚିଲିକା ଜେଡିପି ବିଧାୟକ ପ୍ରାର୍ଥୀ ସେକ କୌସର । ଶତାଧିକ ସମର୍ଥକଙ୍କ ଗହଣାରେ ପଟୁଆରେ ବାହାରି ଖୋର୍ଦ୍ଧାର ତୋଟାପଡା ଛକଠାରୁ ଆସି ଖୋର୍ଦ୍ଧାର ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ ସେକ କୌଶର । ସେଠାରେ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ସହ ସ୍ୱାଧୀନଚେତା ଚିଲିକା ନିର୍ବାଚନମଣ୍ଡଳୀ ବାସି ତାଙ୍କୁ ନିଶ୍ଚିତ ଭାବେ ଆଶୀର୍ବାଦ କରିବେ ବୋଲି କହିଛନ୍ତି ସେକ କୌଶର l
ରାଜ୍ୟ
ନାମାଙ୍କନ ଦାଖଲ କଲେ ଚିଲିକା ଜେଡିପି ବିଧାୟକ ପ୍ରାର୍ଥୀ ଯୁବ ସାମ୍ବାଦିକ ସେକ କୌଶର
- Hits: 163