ହେଡଲାଇନସ୍:

କଂଗ୍ରେସ ଲୋକସଭା ପ୍ରାର୍ଥୀ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ନାମାଙ୍କନ ପତ୍ର ଦାଖଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ ୪/୫ଶନିବାର (ରଞ୍ଜିତ ମହାପାତ୍ର ):  କଂଗ୍ରେସ ର ଲୋକସଭା ପ୍ରାର୍ଥୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନାମାଙ୍କନ ଦାଖଲ କରିବା ପାଇଁ ବିଶାଳ ରାଲିରେ ଜିଲ୍ଲାପାଳଙ୍କ କାଯ୍ୟଳୟ କୁ ଆସିଥିଲେ. ଏଥିରେକଟକ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୁକିମ, କଟକ ସଦର ର ବିଧାୟକ ପାର୍ଥୀ ରାମ ଚରଣ ଗୋଛାୟତ,କର୍ପୋରେଟର ଜନାର୍ଦନ ପରିଡା, କାମେଶ୍ୱର ରାଓ,ସନ୍ତୋଷ ଭୋଲ ଓ ବହୁ କଂଗ୍ରେସ କର୍ମୀ ମାନେ ଏହି ରାଲିରେ ଯୋଗଦେଇଥିଲେ.କଂଗ୍ରେସ ର ଗ୍ୟାରେଣ୍ଟି କାର୍ଡ ବିଷୟରେ ଜୋର ଶୋରେ ଚିଲାଇ ସ୍ଲୋଗାନ ଦେଉଥିଲେ. ଓ ରାହୁଲ ଗାନ୍ଧୀ ଆସିଥିବା ସାଲେପୁର ବାସୀଙ୍କୁ ଗ୍ୟାରେଣ୍ଟି କାର୍ଡ ବିଷୟରେ ଲୋକମାନଙ୍କୁ କିଭଳି ବୁଝାଇ ଥିଲେ. ସେ ବିଷୟରେ କେମେରା ସାମ୍ନାରେ ଆଜି କହିଛନ୍ତି. ଲୋକମାନଙ୍କୁ ସଚେତନ କରାଇଛନ୍ତି.ଶେଷରେ ଜିଲ୍ଲାପାଳଙ୍କୁ ନାମାଙ୍କନ ଦାଖଲ କରିଥିଲେ.

0
0
0
s2sdefault