ହେଡଲାଇନସ୍:

କଟକ ଟାଙ୍ଗୀ ଚୌଦ୍ୱାର ଆପ ଆଦମୀ ପାଟିର ବିଧାୟକ ପ୍ରାର୍ଥୀନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ

କଟକ :୪/୩ ଶନିବାର (ରଞ୍ଜିତ ମହାପାତ୍ର ): କଟକ ସହର ଭାଇଚାରା ସହର ସେହି ଭାଇଚାରା ସହରରେ ଟାଙ୍ଗୀ ଚୌଦ୍ୱାର ର ବିଧାୟକ ପ୍ରାର୍ଥୀନୀ ଶ୍ରୀମତୀ ବିଜୟଲଷ୍ମୀ ମହାପାତ୍ରଙ୍କ ଆଜି କଟକ ଶ୍ରୀଖରପୁର କାଳୀ ମନ୍ଦିରରୁ ଦର୍ଶନ ସାରି ଖାନନଗର କାଳୀମନ୍ଦିର ସ୍ଥିତ ତାଙ୍କର କର୍ମୀ ଅଟୋ ରିକ୍ସା ରାଲିରେ ଉପଜିଲ୍ଲାପାଳଙ୍କ କାଯ୍ୟଳୟକୁ ନେଇଥିଲେ. ଏଥିରେ ମହିଳା ଓ ପୁରୁଷ ମିଶିକି ୧ ହଜାରରୁ ଉର୍ଦ୍ଧ ଲୋକ ଯୋଗଦେଇଥିଲେ | ଲୋକଙ୍କ ଭଲପାଇବା ଦେଖି ଶ୍ରୀମତୀ ବିଜୟଲଷ୍ମୀ ମହାପାତ୍ର ଏତେ ଖୁସୀ କହିଲେ ନ ସରେ |ଆପ ଆଦମୀ ପାଟିକୁ ଏତେ ସଂଖ୍ୟାରେ ଲୋକେ ଭଲ ପାଉଛନ୍ତି କହିଲେ ନ ସରେ ଆଜି ୧୧ଘଟିକା ୪୦ମିନିଟ ସମୟରେ ନାମାଙ୍କନ ଦାଖଲ କରିଥିଲେ

0
0
0
s2sdefault