କଟକ ବରବାଟିରୁ ଲଢ଼ିବେ ଡାକ୍ତର ପି ସି ମହାପାତ୍ର
ଭୁବନେଶ୍ୱର :ଓଡ଼ିଶାରେ ବାକି ଥିବା ଆସନ ଗୁଡିକ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି ।
କିଏ କେଉଁଠାରୁ ପ୍ରାର୍ଥୀ
ଘଷିପୁରା- ଡ. ଶମ୍ବୁନାଥ ରାଉତ
ଭୋଗରାଇ- ଆଶିଷ ପାତ୍ର
ଭଣ୍ଡାରିପୋଖରୀ- ସୁଧାଂଶୁ ନାୟକ
ବରୀ- ଉମେଶ ଚନ୍ଦ୍ର ଜେନା
ବାରବାଟୀ-କଟକ- ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର
ବେଗୁନିଆ- ପ୍ରକାଶ ଚନ୍ଦ୍ର ରଣବିଜୁଳି