ହେଡଲାଇନସ୍:

ପୂର୍ବତନ କାଉନସିଲରଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଝାରସୁଗୁଡା(ବିକ୍ରମ କେଶରୀ ମହାପାତ୍ର) : ଝାରସୁଗୁଡା ପୌର।ଞ୍ଚଳର ପୂର୍ବତନ କାଉନସିଲର ସୁଶୀଲ ବେହେରାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଉଥିଲା। ଦୀର୍ଘ ଦିନ ହେବ ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଗତ ପୌର ନିର୍ବାଚନରେ ସେ ୧ ନମ୍ବର ୱାର୍ଡରୁ ବିଜେଡି ଟିକେଟରେ ସେ ବିଜୟୀ ହୋଇଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି ତାଙ୍କ ଘରକୁ ଯାଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି  ଜ୍ଞାପନ କରିଥିଲେ।

0
0
0
s2sdefault